History ଆଜି ସାବିତ୍ରୀ; ସ୍ୱାମୀଙ୍କ ମଙ୍ଗଳ ମନାସି ବ୍ରତ ରଖିବେ ସଧବା ନାରୀ admin May 30, 2022 ସାବିତ୍ରୀ ଅମାବସ୍ୟା । ଓଡ଼ିଆମାନଙ୍କର ଗଣପର୍ବ ମଧ୍ୟରୁ ଏହା ଅନ୍ୟତମ । ଓଡିଆ ଘରର ଏହି ପର୍ବଟିକୁ ସାଧାରଣରେ ସଧବାମାନେ ପାଳନ କରନ୍ତି ।…