Features ଓଡ଼ିଶାର ବାଇଗା ଜନଜାତି admin May 24, 2022 ଆଧୁନିକତା ପ୍ରଭାବରେ ବି ସେମାନଙ୍କ ସଭ୍ୟତା ସଂସ୍କୃତି ହଜି ଯାଇନି ବରଂ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି । ସେହିପରି ଏକ ସମ୍ପ୍ରଦାୟ ହେଉଛି…
Features ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ” ଖଣ୍ଡାଧାର ଜଳପ୍ରପାତ “ admin May 24, 2022 ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଓଡ଼ିଶା ରାଜ୍ୟ । ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଖଣ୍ଡାଧାର ଜଳପ୍ରପାତ ଏଥିମଧ୍ୟରୁ…
Taste of Odisha ଛେନା ମୁଡୁକି; ଛେନାରେ ତିଆରି ଏକପ୍ରକାର ମିଠା admin May 24, 2022 ଛେନା ମୁଡୁକି ଛେନାରେ ତିଆରି ଏକ ଭାରତୀୟ ମିଠା । ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ…
Monuments ପଶ୍ଚିମେଶ୍ବର ମନ୍ଦିର; ଓଡ଼ିଶାର ଅନନ୍ୟ ପ୍ରସିଦ୍ଧ ଶୈବ ପୀଠ admin May 23, 2022 ଅସୁମାରୀ କିର୍ତ୍ତୀରାଜି ଓ କଳା ଭାସ୍କର୍ଯ୍ୟରେ ସମୃଦ୍ଧ ରାଜ୍ୟ ଓଡ଼ିଶା l ଯେମିତି କି କଟକରୁ ଆଠଗଡ ଦେଇ ଢେଙ୍କାନାଳ ଗଲାବେଳେ ମୁଖ୍ୟ…
History କଟକ ଜିଲ୍ଲା ମୋଟିଆର ପ୍ରସିଦ୍ଧ ମାଁ ଦୁର୍ଗାଙ୍କ ମନ୍ଦିର admin May 21, 2022 ଓଡ଼ିଶାର କଟକ ଜିଲ୍ଲାର କୃଷ୍ଣପ୍ରସାଦ ନିକଟସ୍ଥ ମୋଟିଆଁ ଗ୍ରାମରେ ଏକ ପ୍ରାଚୀନ ଦୁର୍ଗା ମନ୍ଦିର ଅବସ୍ଥିତ । ଏହି ମନ୍ଦିରଟି…
Features ଓଡ଼ିଶାର ପ୍ରମୁଖ ଐତିହାସିକ ଶ୍ରୀ ଶ୍ରୀ ଦକ୍ଷପ୍ରଜାପତି ମନ୍ଦିର admin May 20, 2022 କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ଦକ୍ଷେଶ୍ୱର ମନ୍ଦିର ବା…
History ଓଡ଼ିଶାର ପ୍ରାଚୀନ ତନ୍ତ୍ରପୀଠ ପ୍ରାଚୀ ନଦୀ ଅବବାହିକାରେ ଅବସ୍ଥିତ ‘ବରାହୀ ଦେଉଳ’ admin May 19, 2022 ଉପକୂଳ ଓଡ଼ିଶାର ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଅବବାହିକାରେ ରହିଛି ଅନେକ ପ୍ରାଚୀନ ମନ୍ଦିର । ତେବେ ସେଥି ମଧ୍ୟରୁ ନିର୍ମାଣ ଶୈଳୀରେ…
Government Policy ପ୍ରତିଷ୍ଠା ହେଲା ତାରା ତାରିଣୀ ମାଙ୍କ ନୂତନ ଭବ୍ୟ ମନ୍ଦିର; ଲୋକାର୍ପିତ ହେଲା ଭକ୍ତ ଓ… admin May 18, 2022 ଗଞ୍ଜାମ ଜିଲ୍ଲା ଆଜି ଉତ୍ସବ ମୁଖରିତ ହୋଇଛି । କାରଣ ଜିଲ୍ଲାର ସବୁ ରାସ୍ତା ଆଜି ଯାଇ ପହଞ୍ଚିଛି ମା ତାରାତାରିଣୀଙ୍କ ପୀଠରେ । ଜିଲ୍ଲା…
Features ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଅତି ପରିଚିତ ସ୍ଥାନ ଗୋପିନାଥପୁରର ସିଂହନାଥ ପୀଠ admin May 17, 2022 ଓଡିଶାର ଐତିହ୍ୟ ଓ ପର୍ଯ୍ୟଟନ ମାନଚିତ୍ରରେ ଅତି ପରିଚିତ ସ୍ଥାନ ହେଉଛି କଟକ ଜିଲ୍ଲାର ବଡ଼ମ୍ବା ବ୍ଳକ ଗୋପିନାଥପୁରର ସିଂହନାଥ ପୀଠ ।…
Features ବୁଦ୍ଧ ପୂର୍ଣ୍ଣିମା “ବୁଦ୍ଧ ଜୟନ୍ତୀ” ର ବିଶେଷତ୍ୱ admin May 16, 2022 ୨୬ ମଇ, ମାନେ ଆଜି ଦିନରେ ସାରା ଦେଶ ବୁଦ୍ଧ ପୂର୍ଣ୍ଣିମା ପାଳନ କରୁଛି । ଭଗବାନ ବୁଦ୍ଧଙ୍କ ଧରାଵତରଣର ଦିନ। ଇତିହାସ ଅନୁଯାୟୀ ବୈଶାଖ ମାସ…