ପିଠା : ଓଡ଼ିଆ ସଂସ୍କୃତିର ଅନ୍ୟତମ ପରିଚୟ

ଓଡ଼ିଶାର ଅନ୍ୟତମ ପରିଚୟ କହିଲେ, ଏହାର ଖାଦ୍ୟପେୟକୁ ବୁଝାଏ | ଅନ୍ୟ ଅଞ୍ଚଳର ଲୋକେ ଯେଉଁ ପ୍ରାକୃତିକ ଜିନିଷ ଗୁଡ଼ିକୁ ଅଦରକାରୀ ଭାବି ବ୍ୟବହାର କରନ୍ତି ନାହିଁ,ଓଡ଼ିଶାର ଲୋକମାନେ ସେହି ସବୁ ଜିନିଷକୁ ବ୍ୟବହାର କରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ତିଆରି କରନ୍ତି | ଏହାହିଁ ହେଉଛି ଆମ ଓଡ଼ିଆ ମାନଙ୍କର ସ୍ୱତନ୍ତ୍ରତା | ଭାରତ ଇତିହାସରେ “ପିଠା” ମାନଙ୍କର ଇତିହାସ ମଧ୍ୟ ଖୁବ ପ୍ରାଚୀନ। ବିଶେଷ କରି ପୂର୍ବ ଭାରତରେ ଥିବା ରାଜ୍ୟ ଗୁଡିକ … Continue reading ପିଠା : ଓଡ଼ିଆ ସଂସ୍କୃତିର ଅନ୍ୟତମ ପରିଚୟ